ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ;ରଞ୍ଜନ ମହାନ୍ତି!

ଅଷ୍ଟିନ୍ ନ୍ଯୁଜ/କଟକ ତା-୦୪-୧୦-୨୦୨୧ ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ-ସମ୍ପାଦକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି, ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି, ତଥା ଫିଡେ ଆର୍ବିଟର ଟାଇଟଲ ବିଜେତା ରଞ୍ଜନ ମହାନ୍ତି।ତେବେ ଚେସର ଯୁଗ-ସମ୍ପାଦକ ସର୍ବଭାରତୀୟ ସ୍ତରରେ ଦାୟିତ୍ୱ ନେବାରେ ରଞ୍ଜନ ଅଟନ୍ତି ଦ୍ବିତୀୟ ଓଡ଼ିଆ ପୁଅ, ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଶେଖର ଚନ୍ଦ୍ର ସାହୁ ଥିବା ବେଳେ, ବର୍ତ୍ତମାନ ରଞ୍ଜନ ମହାନ୍ତି ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ନେଲାପରେ ଓଡ଼ିଶା କିଭଳି ଚେସ କ୍ଷେତ୍ରରେ ଅଗ୍ରସର … Continue reading ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ;ରଞ୍ଜନ ମହାନ୍ତି!